ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ବ ଓ ଜଳକର ଆଦାୟ ନିର୍ଦ୍ଦେଶ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ଚଳିତ ବର୍ଷ ୯୮୦ କୋଟି ଟଙ୍କା ଭୂରାଜସ୍ବ ଓ ୨୫.୩୨ କୋଟି ଜଳକର ବାକି ଆଗରୁ ବାକିଥିବା ଭୂରାଜସ୍ବ ଓ ଜଳକର ଆଦାୟ ପାଇଁ ନିର୍ଦ୍ଦେଶ