୧୦ ଆହତ ରେଢ଼ାଖୋଲ ମେଡ଼ିକାଲରେ ଭର୍ତ୍ତି ଓ ୨ ଗୁରୁତର ବୁର୍ଲା ସ୍ଥାନାନ୍ତର ରେଢ଼ାଖୋଲ: ତେରବେଡ଼ାରେ ଓଲଟିଲା ପରିବା ବୋଝେଇ ଟ୍ରକ: ୧୨ ଆହତ ପରିବା ବିକାଳି ମାନେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା