ପାକିସ୍ତାନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଲା ତାଲିବାନ୍ ପାକିସ୍ତାନ ପକ୍ଷରୁ ଜୋରଦାର ଆକ୍ରମଣ ପରେ ଆଲୋଚନା ପ୍ରସ୍ତାବ ରଖିଲା କାବୁଲ, କାନ୍ଦାହାର ପରି ସହରରେ ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ ୪୦୦ରୁ ଅଧିକ ତାଲିବାନୀ ପ୍ରାଣ ହରାଇବା ପରେ ଶାନ୍ତି ପ୍ରସ୍ତାବ