ରାଜଧାନୀ ରେଘର ମାଲିକଙ୍କୁ ସତର୍କ କରାଇଲେ ମେୟର ‘ବିନା ଅନୁମତିରେ ଘର ଉପରେ ଲଗାଇ ପାରିବେନି ହୋଡିଂ’ମନଇଚ୍ଛା ହୋଡିଂ ଲଗାଇଲେ ହଟାଇବ BMC: ସୁଲୋଚନା ଦାସ‘ହୋଡିଂ ପୂର୍ବରୁ ଷ୍ଟ୍ରକଚରାଲ ସାର୍ଟିଫିକେଟ୍ ବାଧ୍ୟତାମୂଳକ’ଥାର୍ଡ ପାର୍ଟି ବୀମା ମଧ୍ୟ ବାଧ୍ୟତାମୂଳକ: ମେୟର