ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରେ ହଲଚଲ ସବୁ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରାଅପରାହ୍ନ ୫ଟା ସୁଦ୍ଧା ପହଞ୍ଚିବେ ସବୁ ବିଧାୟକଗତକାଲି PAC ବୈଠକରେ ହୋଇଥିଲା ଆଲୋଚନାଆଜି ବିଧାୟକଙ୍କ ସହ ଆଲୋଚନା କରିବେ ନବୀନତା ପରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି