-ପଟ୍ଟାମୁଣ୍ଡାଇ: ଲାଞ୍ଚ ନେଇ ଧରାପଡ଼ିଲେ କେରଡ଼ାଗଡ଼ RI-କେରଡ଼ାଗଡ଼ RI ପ୍ରଦ୍ୟୁମ୍ନ ବେହେରାଙ୍କୁ ଧରିଲା ଭିଜିଲାନ୍ସ-ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ-ପଟ୍ଟା ସଂଶୋଧନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ