-ପାରାଦୀପ ଜେଟି ନିର୍ମାଣ ପାଇଁ ୭୯୭ କୋଟି ମଞ୍ଜୁର
-ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
-ଅର୍ଥ ମଞ୍ଜୁର କରିଥିବାରୁ ଜଣାଇଲେ ଧନ୍ୟବାଦ
-ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ମଧ୍ୟ ଦେଲେ ଧନ୍ୟବାଦ
-ପାରାଦୀପ ଜେଟିରେ ପରିବହନ ହେବ ତରଳ କାର୍ଗୋ
-ଗ୍ରୀନ୍ ହାଇଡ୍ରୋଜନ୍ ଓ ଆମୋନିଆ ପରିବହନ ହେବ