-ଜଳେଶ୍ବର: ଜନଶୁଣାଣି ବେଳେ ଦୁଇ ଗୋଷ୍ଠୀ ହାତାହାତି-ମହମ୍ମଦ ନଗର ପାଟଣା ପଞ୍ଚାୟତ ଶେକସରାଇରେ ହାତାହାତି-ବାଲି ଖାଦାନ ଲିଜ୍କୁ ନେଇ ବିପକ୍ଷ ଓ ସପକ୍ଷବାଦୀ ମୁହାଁମୁହିଁ-ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜନଶୁଣାଣି ବେଳେ ଉତ୍ତେଜନା-ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠି ଚାଳନା କଲା ପୋଲିସ