
-୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ଘଟଣାରେ ଡିଜିପିଙ୍କ ପ୍ରତିକ୍ରିୟା
-‘ଜୋରଦାର ତଦନ୍ତ ଚାଲିଛି, ମାଷ୍ଟରମାଇଣ୍ଡ ପାଖରେ ପହଁଞ୍ଚିଛୁ’
-‘ଗଞ୍ଜେଇ ଧରାପଡ଼ିବା ପରେ ଏବେ ମାଫିଆ ନୂଆ ନୀତି ଆପଣାଇଛନ୍ତି’
-‘ଗଞ୍ଜେଇ ନନେଇ ଏବେ ଗଞ୍ଜେଇରୁ ତିଆରି ତେଲ ଚାଲାଣ କରୁଛନ୍ତି’
-ଏସବୁକୁ ରୋକିବାକୁ ଜୋରଦାର ଅପରେସନ ଚାଲିଛି- ଡିଜିପି
-‘ଡ୍ରୋନ୍ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି’
-୧ ଲିଟର ଗଞ୍ଜେଇ ତେଲର ମୂଲ୍ୟ ୧ କେଜି ଗଞ୍ଜେଇ ମୂଲ୍ୟ ଠାରୁ ବହୁ ଅଧିକ’




