ରାକ୍ଷସ କବଳରେ ସାଢ଼େ ୬ ଘଣ୍ଟା ! ରାତି ପ୍ରାୟ ୧୦ଟାରୁ ଭୋର୍ ୪ଟା ଯାଏଁ ଦୁଷ୍କର୍ମ ! ଯୌନ ଲାଳସା ମେଣ୍ଟାବା ପରେ ଛାତରୁ ଠେଲି ଯୁବତୀଙ୍କୁ ହତ୍ୟା ! ପାରାଦୀପ ତାରିଣୀଗଡ଼ାରେ ଘଟିଥିବା ରେପ୍ ଆଣ୍ଡ ମର୍ଡର ଘଟଣାରେ ସସପେନ୍ସ ହଟୁଛି। ଜଣେ ଅଜଣା ଅଣଓଡ଼ିଆ ଯୁବକ ଏହି ଜଘନ୍ୟ କାଣ୍ଡ ଘଟାଇଛି। ତାରିଣୀଗଡ଼ାର ଏହି ରହସ୍ୟମୟ କୋଠା ସବୁ ଗୁମର ଖୋଲୁଛି!!!