-ରାଜଧାନୀରେ ପ୍ରେମୀଯୁଗଳଙ୍କୁ ମାଡ଼ , ଭିଡିଓ ଭାଇରାଲ୍
-ଯୁବତୀଙ୍କୁ ଦୁର୍ବ୍ୟବହାର କରିବାର ଭିଡିଓ ଭାଇରାଲ୍
-ସହିଦନଗର ଥାନା ଅଞ୍ଚଳର ଘଟଣା , ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ
-୬ରୁ ୭ ଦୁର୍ବୃତ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ଭାଇରାଲ୍
-ସହିଦନଗର ଥାନାରେ ଏତଲା ପରେ ପୋଲିସର ତଦନ୍ତ