-ଝାରସୁଗୁଡ଼ା: ଓଡ଼ିଶାରେ ପହଞ୍ଚିଲା ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍
-ବିମାନରେ ଆସି ଝାରସୁଗୁଡ଼ାରେ ପହଞ୍ଚିଲେ ୧୦ ଜଣିଆ ଟିମ୍
-ଅନୁଧ୍ୟାନ କରିବ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍
-MWDT ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଆସିଛି ଟିମ୍
-ଜଷ୍ଟିସ୍ ଡ. ଦେବୀ ରଞ୍ଜନ ଓ ଜଷ୍ଟିସ୍ ଇନ୍ଦରମିତ କୌର କୋଚର ପହଞ୍ଚିଲେ