ନିଆଁରେ ପୋଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ତେଜନା
-ନ୍ୟାୟ ଦାବି କରି ମୃତଦେହ ରଖି ଧାରଣାରେ ବସିଲେ ପରିବାର
-ପାଇକଡାକୁଲଗୁଡ଼ା ଉନ୍ନୀତ ହାଇସ୍କୁଲ ସମ୍ମୁଖରେ ମୃତଦେହ ରଖି ଧାରଣା
-ଜାନୁଆରୀ ୫ରେ ପାଇକଡାକୁଲଗୁଡ଼ା ଉନ୍ନୀତ ହାଇସ୍କୁଲରେ ଘଟିଥିଲା ଅଘଟଣ
-ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଥିନର ଢାଳି ନିଆଁ ଲଗାଇଥିଲା
-କାଲି କଟକ ବଡ଼ ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା




