
-ପାରାଦୀପ ତାରିଣୀଗଡ଼ାରେ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ଘଟଣା
-ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା
-ଯୁବତୀଙ୍କ ଘର ତିର୍ତ୍ତୋଲ , ଭଡ଼ାଟିଆ ଅଣଓଡ଼ିଆ ଯୁବକ ହିଁ ହତ୍ୟାକାରୀ
-ଲିଫ୍ଟ ଦେବା ନାଁରେ ଯୁବତୀଙ୍କୁ ପାରାଦୀପ ନେଇ ଆସିଥଲା ଯୁବକ
-୪ ମହଲା ବିଲ୍ଡିଂରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଛାତ ଉପରୁ ଠେଲି ହତ୍ୟା
-ସିସିଟିଭି ଫୁଟେଜ ଆଧାରରେ ପୋଲିସ ରହସ୍ୟ ଭେଦ କରିଥିବା ସୂଚନା
-ଅଭିଯୁକ୍ତ ଏବେ ପାରାଦୀପ ଆଦର୍ଶ ଥାନାରେ ଅଟକ




