
-ଏନସିଇଆରଟି ର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା
-‘ବିଚାର ବିଭାଗରେ ଭ୍ରଷ୍ଟାଚାର’ ନେଇ ପୁସ୍ତକରେ ଉଲ୍ଲେଖ ଥିବାରୁ ଉଦ୍ବେଗ
-ଉଦ୍ବେଗ ପ୍ରକାଶ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ
-ସମସ୍ତ ହାଇକୋର୍ଟ ବିଚାରପତିମାନେ ବିଚଳିତ ହୋଇଛନ୍ତି ଉଲ୍ଲେଖ କଲେ
-‘କୋର୍ଟ କୌଣସି ସଂସ୍ଥାକୁ କଳଙ୍କିତ କରିବାକୁ ଅନୁମତି ଦେବେ ନାହିଁ’
-‘କିଛି ଦିନ ଅପେକ୍ଷା କରନ୍ତୁ, ବାର୍ ଏବଂ ବେଞ୍ଚ ଉଭୟ ବିଚଳିତ ହୋଇଛନ୍ତି’
-ମୁଁ ଏହି ବିଷୟକୁ ସ୍ୱୟଂ ପ୍ରେରିତ ଭାବେ ଗ୍ରହଣ କରିବି- ପ୍ରଧାନ ବିଚାରପତି




