
- -ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ
- -କୋଲକାତାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
- -ମଧ୍ୟ ରାତି ପ୍ରାୟ ୧ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ
- -ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା
- -ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ମୁକୁଲ ରାୟ
- -୨୦୧୭ରେ ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ
- ୨୦୨୧ରେ ବିଜେପି ଟିକେଟ୍ରେ ଲଢି ବିଧାୟକ ହୋଇଥିଲେ
- -କିନ୍ତୁ ପରେ ପୁଣି ତୃଣମୂଳ କଂଗ୍ରେସକୁ ଫେରି ଆସିଥିଲେ




