
- କେନ୍ଦ୍ରାପଡ଼ା: ସାଇ ଆରୋଗ୍ୟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ଭୂମି ପୂଜନ
- ଦାନପୁର ପଞ୍ଚାୟତ ରଜାଙ୍ଗଠାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ଭୂମି ପୂଜନ
- ସାଂସଦ ଵୈଜୟନ୍ତ ପଣ୍ଡାଙ୍କ ସହ ସଦ୍ଗରୁ ଶ୍ରୀ ମଧୁସୂଦନ ସାଇ ଉପସ୍ଥିତ
- ସାଂସଦ ଵୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପ୍ରତିଷ୍ଠା
- ଓ୍ୱାନ୍ ଓ୍ୱାଲ୍ଡ ଓ୍ୱାନ୍ ଫ୍ୟାମିଲି ମିଶନ ପକ୍ଷରୁ ହସ୍ପିଟାଲ୍ ପ୍ରତିଷ୍ଠା
- ହସ୍ପିଟାଲ୍ରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ମିଳିବ




