ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଥରେ ଉଡ଼ିଲା ଡ୍ରୋନ୍ ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ୍ ଭିଡିଓରେ ରବି ତେଲଗୁ ଟ୍ରାଭେଲର୍ ଫଟୋ ରହିଛି ତେବେ ଡ୍ରୋନ୍ ଉଡ଼ିବା ଦୃଶ୍ୟ କେବେର ଜଣାପଡ଼ିନାହିଁ