ଝାରସୁଗୁଡ଼ା: ସଦର ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା ଘଟଣାସ୍ଥଳରେ ୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ସୂଚନା ଅନ୍ୟ ୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସ୍ଥିତି ଅନୁଧ୍ୟାନ କଲେ ଏସ୍ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଦୁର୍ଘଟଣା ଘଟାଇଥିବା ଟିପର୍ ଜବତ , ଡ୍ରାଇଭର୍ ଅଟକ