ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା ଅଗ୍ରାହ୍ୟ କରିନାହାନ୍ତି , ବରଂ ଚିନ୍ତାଶୀଳ ଅଛନ୍ତି: ମନ୍ତ୍ରୀ 'ପ୍ରଥମେ ଭିତ୍ତିଭୂମି ବିକାଶ , ପରେ ଶୈକ୍ଷିକ ବାତାବରଣ ଉପରେ ଗୁରୁତ୍ୱ' 'ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ ରାଜ୍ୟ ସରକାର'