ଆଳି: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୫ ଗିରଫ ଜଣେ ଶିକ୍ଷୟିତ୍ରୀ , ୩ ଶିକ୍ଷକ ଓ ଜଣେ ପିଅନ ଗିରଫ ରାଜକନିକାର ଏକ ଘରୋଇ ସ୍କୁଲ୍ରେ ଲଜ୍ଜାଜନକ ଘଟଣା ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୋଲିସର ତଦନ୍ତ