ଅପରାହ୍ନ ୩ଟା ୨୦ରେ ଆରମ୍ଭ ହେବ ଗ୍ରହଣ ସର୍ବମୋକ୍ଷ ୬ଟା ୪୭ ମିନିଟ ୧୩ ସେକେଣ୍ଡ ୩ରେ ସୂର୍ଯ୍ୟୋଦୟ ପୂର୍ବରୁ ହେବ ପାକ ତ୍ୟାଗ ପୁରୀ ଶ୍ରୀମନ୍ଦିରରେ ଗ୍ରହଣ ପରେ ହେବ ଗ୍ରହଣ ନୀତି ସର୍ବମୋକ୍ଷ ପରେ ନୀତି ବଢ଼ି ହେବ ସୁନାବେଶ