ରାଜ୍ୟରେ୭୬୬୫ଅତିଶୟ_ ପୁଷ୍ଟିହୀନ_ଶିଶୁ’
- ୨୦୨୬ ତଥ୍ୟ ଅନୁସାରେ ରାଜ୍ୟରେ ୭୬୬୫ ଅତିଶୟ ପୁଷ୍ଟିହୀନ ଶିଶୁ ଅଛନ୍ତି
- ରୋମାଞ୍ଚ ବିଶ୍ୱାଳଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର
- ମୟୂରଭଞ୍ଜରେ ସର୍ବାଧିକ ୭୪୬ ପୁଷ୍ଟିହୀନ ଶିଶୁ ଅଛନ୍ତି
- କେନ୍ଦୁଝରରେ ୬୩୪ ପୁଷ୍ଟିହୀନ ଶିଶୁ ଅଛନ୍ତି- ପ୍ରଭାତୀ ପରିଡ଼ା