- ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଉଡ଼ିଛି ଡ୍ରୋନ୍
- ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର
- ୨୦୨୪ ଜୁନ୍ରୁ ଏଯାବତ୍ ଡ୍ରୋନ୍ ଉଡ଼ିବାର ୧୦ଟି ମାମଲା ରୁଜୁ ହୋଇଛି’
- ‘୨ଟି ମାମଲାର ଫାଇନାଲ ଫର୍ମ ପ୍ରଦାନ ହୋଇଛି, ୮ଟିର ତଦନ୍ତ ଜାରି’
- ‘ଶ୍ରୀମନ୍ଦିର ଭିତରକୁ ୭୦୦ ଜଣ ବ୍ୟକ୍ତି ଫୋନ୍ ନେଇ ପ୍ରବେଶ କରିଛନ୍ତି’
- ଏନେଇ ୯ଟି ମାମଲା ରୁଜୁ ସହ ୭ଟିର ଫଇସଲା ହୋଇଛି ଓ ୨ଟିର ତଦନ୍ତ





