ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ପାଖାପାଖି ଦେଢ଼ ଟନ୍ ସୁନା ଅଛି। ମୟୂରଭଞ୍ଜ ମଦନସାହିର ଏହି ଖଣିରେ ଏକ ହଜାର ୪୬୨ କେଜି ୭୩୦ ଗ୍ରାମ ସୁନା ରହିଛି। ଜିଏସଆଇ ଦ୍ୱାରା ଜି-2 ସର୍ଭେ ପରେ ଏହା ଜଣାପଡ଼ିଛି।*