ଏବେ ସାରା ଦେଶରେ ଚାର୍ଚ୍ଚା ହେଉଛି । ପ୍ରଥମ ଏବଂ ଦ୍ବିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ତୃତୀୟ ଥର ପାଇଁ ବାହା ହୋଇଛନ୍ତି ଅଭି ପ୍ରସାଦ । IAS ଅଧିକାରୀ ଅଭି ପ୍ରସାଦ ମଧ୍ୟପ୍ରଦେଶ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ।