ବାଲୁଗାଁର ୮ଟି ମନ୍ଦିରରୁ ସିରିଜ୍ ଚୋରି ମନ୍ତରାୟପୁର, ବିଦ୍ୟାଧରପୁର, ଗାନ୍ଧୀନଗର ମନ୍ଦିରରୁ ଚୋରି ଉତ୍ତରାୟଣୀ, କାଳିଜାଇ ମନ୍ଦିରରୁ ଚୋରି ତାଲା ଭାଙ୍ଗି ଦାନବକ୍ସ ସହ ସୁନା ଅଳଙ୍କାର ଲୁଟିନେଲେ ଘଟଣାସ୍ଥଳରେ ବାଲୁଗାଁ ପୋଲିସର ତଦନ୍ତ