ଜମି ପଟ୍ଟାରେ ଲାଗିବ କ୍ୟୁଆର କୋର୍ଡ ମନ୍ତ୍ରୀ.କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଆସିବ ନୂଆ ପଟ୍ଟାଆସିବ ଇଲୋକ୍ଟ୍ରୋନିକ୍ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟାQR କୋର୍ଡରେ ସ୍କାନ କଲେ ବାହାରିବ ପଟ୍ଟାର ଇତିହାସସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ