ସୂଚନା ଦେଲେ ଲିଙ୍ଗରାଜ ମନ୍ଦିର ସୁପରଭାଇଜର ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ଫେବ୍ରୁଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢ଼ା ପଡୁଛି ୧୫ରେ ପାଳନ ହେବ ମହାଶିବରାତ୍ରି ଓ ରାତି ୧୦ଟାରେ ଉଠିବ ମହାଦୀପ