
କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସର ଏନକାଉଣ୍ଟ। ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ ଏନ୍କାଉଣ୍ଟର। କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍କାଉଣ୍ଟର। ପିଛା କରିବା ବେଳେ ପୋଲିସକୁ ଗୁଳିମାଡ଼ କରିବାରୁ ଏନ୍କାଉଣ୍ଟର। ପାଲଟା ଗୁଳିମାଡ଼ରେ ଅଭିଯୁକ୍ତ ଆହତ, କାବୁ କଲା ପୋଲିସ। ବାମ ଗୋଡ଼ରେ ବାଜିଛି ଗୁଳି, କଟକ ସ୍ଥାନାନ୍ତର




