ପୁଣିଉପରମୁହାଁ ସୁନା_ ଓ ରୁପା ୪ ଦିନ କମିବା ପରେ ପୁଣି ବଢ଼ିଲା ସୁନା ରୁପା ଦର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୨୮୯୦ ଟଙ୍କା ବୃଦ୍ଧି ୨୪ କ୍ୟାରେଟ ଦର ୧ ଲକ୍ଷ ୫୬ ହଜାର ୬ ଶହ ଟଙ୍କା ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨୬୫୦ ଟଙ୍କା ବୃଦ୍ଧି