ଖୋର୍ଦ୍ଧା : ବେଗୁନିଆ ବ୍ଲକ ବୋତଳମା ଛକ ନିକଟରେ ସଡ଼କ ଦୁର୍ଘଟଣା। ଫ୍ଲିପକାର୍ଡ ଡେଲିଭରି ଗାଡ଼ି ସହିତ ଟମାଟ ବୋଝେଇ ଗାଡ଼ି ଧକ୍କା। ଜଣେ ଗୁରୁତର ଅବସ୍ଥାରେ ବୋତଲମା ମେଡିକାଲ ରେ ଭର୍ତ୍ତି।