
📍
-ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
-ଆଜି ନିଜ ଗାଁ ପାହାଡ଼ପୁର ଜାହିରା ପୀଠରେ ପୂଜାର୍ଚ୍ଚନା
-ପରେ ମୁର୍ମୁ ଛକରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ
-ସ୍କିଲ୍ ହବ୍ ଏବଂ ଏସ୍ଏଲ୍ଏସ୍ ସ୍ମାରକୀ ସ୍କୁଲରେ ଯୋଗଦେବେ
-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ
-ଜଗନ୍ନାଥ ମନ୍ଦିର ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବେ
-ପାହାଡ଼ପୁରରେ ଡକ୍ୟୁମେଣ୍ଟାରୀ ସୁଟିଂ କରିବେ ରାଷ୍ଟ୍ରପତି
-ଅପରାହ୍ଣରେ ରହିଛି ଶିମିଳିପାଳ ଗସ୍ତ କାର୍ଯ୍ୟକ୍ରମ




