
-ସଂସଦରେ ବିରୋଧୀ ପକ୍ଷର ୮ ସାଂସଦ ସସ୍ପେଣ୍ଡ୍.
-ହିବି ଇଦେନ, ଅମରିନ୍ଦର ସିଂ ରାଜା ୱାରିଂ, ମଣିକମ୍ ଟାଗୋର ସସ୍ପେଣ୍ଡ୍.
-ଗୁରଜିତ ସିଂ ଔଜଲା, କିରଣ କୁମାର ରେଡ୍ଡୀ, ପ୍ରଶାନ୍ତ ପାଡୋଲେ ସସ୍ପେଣ୍ଡ୍.
-ଚଳିତ ବଜେଟ୍ ଅଧିବେଶନରୁ ପୂରା ସସ୍ପେଣ୍ଡ ନେଇ ସୂଚନା
-ଏସ୍ ଭେଙ୍କଟେସନ ଓ ଡିନ୍ କୁରିଆକୋସ୍ ଅଧିବେଶନରୁ ସସ୍ପେଣ୍ଡ୍.
-ବାଚସ୍ପତିଙ୍କୁ ପୋଡିୟମକୁ କାଗଜ ଫିଙ୍ଗି ସସ୍ପେଣ୍ଡ୍.
-ଚଳିତ ବଜେଟ୍ ଅଧିବେଶନରୁ ପୂରା ସସ୍ପେଣ୍ଡ ନେଇ ସୂଚନା
-ବାଚସ୍ପତିଙ୍କ ପୋଡିୟମକୁ କାଗଜ ଫିଙ୍ଗି ସସ୍ପେଣ୍ଡ୍.
-ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ହଙ୍ଗାମା
-ବିରୋଧୀଦଳ ନେତାଙ୍କ ବିବାଦୀୟ ମନ୍ତବ୍ୟରୁ ହଟ୍ଟଗୋଳ ଓ କାଗଜ ଫିଙ୍ଗା
-ଆଜି ପାଇଁ ସଂସଦକୁ ମୁଲତବି ଘୋଷଣା କଲେ ବାଚସ୍ପତି




