ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ କଡ଼ା ଚେତାବନୀ
-ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ନିବେଦନ
-ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ଅପିଲ୍
-କୌଣସି ଫଟୋ, ଅଡିଓ କିମ୍ବା ଭିଡିଓ ସେୟାର ନ କରିବାକୁ ଅପିଲ୍
-ଏଭଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ .