
-ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ବିବୃତିକୁ ନେଇ ଝଡ଼
-ରାହୁଲଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ ଗୃହ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ
-ପୂର୍ବତନ ସେନା ମୁଖ୍ୟ ଏନ୍ଏମ୍ ନର୍ବାଣେଙ୍କ ଏକ ଉଦ୍ଧୃତ ଅଂଶକୁ ନେଇ ବିବାଦ
-ବିବାଦୀୟ ଉଦ୍ଧୃତ ଅଂଶ ଥିବା ପୁସ୍ତକ ଅଫିସିଆଲି ଉନ୍ମୋଚନ ହୋଇନି କହିଲେ
-ଏହାକୁ ଗୃହରେ ଉପସ୍ଥାପନ କରିବା ନୀତିଗତ ନୁହେଁ କହିଲେ ଶାହ, ରାଜନାଥ
-ତେଜସ୍ବୀ ସୂର୍ଯ୍ୟ କଂଗ୍ରେସର ଦେଶପ୍ରେମ କଥା ଉଠାଇବାରୁ କହିଲି- ରାହୁଲ
-ମାତ୍ର ତେଜସ୍ବୀଙ୍କୁ ଏହି ବକ୍ତବ୍ୟକୁ ସମର୍ଥନ କଲେ ଗୃହ ମନ୍ତ୍ରୀ ଶାହ
-ବାଚସ୍ପତି ଗ୍ରହଣୀୟ ନୁହେଁ କହିବା ସତ୍ତ୍ୱେ ରାହୁଲ ପୁନର୍ବାର ପ୍ରସଙ୍ଗ ଉଠାଇଲେ




