କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍; ୧୫ ମୃତ ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ୧୩ ଯାତ୍ରୀ ଓ ୨ କ୍ରିଉ ସସଦ୍ୟଙ୍କୁ ନେଇ କୁକୁଟାରୁ ଓଖନା ଯାଉଥିଲା କାଟାଟୁମ୍ବୋ ଜଙ୍ଗଲରେ ସାଟେନା ଏୟାରଲାଇନ୍ସର ବିମାନ କ୍ରାସ୍ ଅବତରଣ କରିବାର କିଛି ସମୟ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା