-ବୁଧବାରର PMST ପରୀକ୍ଷା ନେଇ ସବୁ ଜିଲ୍ଲାପାଳମାନଙ୍କୁ BSEର ଚିଠି। -ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (PMST) ପାଇଁ ଚିଠି ।-କିଛି କୃଷକ ସଂଗଠନର ବନ୍ଦ ଡାକରା ପାଇଁ ଯେପରି ପ୍ରଭାବ ନ ପଡ଼ିବ ତାଗିଦ ।