
-ତେଲେଙ୍ଗାନାରେ ଆଉ ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା
-ଜଗତିଆଲ ଜିଲ୍ଲାରେ ବଡ଼ ଗାତ ତଳୁ ମିଳିଲା ୩ ଶହ କୁକୁରଙ୍କ ମୃତଦେହ
-ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ମରାଯାଇଥିବା ଅଭିଯୋଗ
-ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁର ମରାଯାଇଥିବା ସୂଚନା
-ଗାଁକୁ କୁକୁର ମୁକ୍ତ କରିବାକୁ ପଞ୍ଚାୟତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ
-ସରପଞ୍ଚ ଓ ପଞ୍ଚାୟତ ସଚିବଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ
-ପୂରା ରାଜ୍ୟରେ ମାସକରେ ପ୍ରାୟ ୯ ଶହ କୁକୁରଙ୍କୁ ମରାଯାଇଥିବା ସୂଚନା




