ଶଙ୍ଖଭବନ ଘେରିଲେ ସମର୍ଥକ ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି । ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ ।ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକଙ୍କ ହୋହଲ୍ଲା। ଅଭିଯୋଗ ଭିତ୍ତିହୀନ, ଅବିଚାର ହୋଇଛି କହିଲେ ଅରବିନ୍ଦଙ୍କ ସମର୍ଥକ। କଣ ଭୁଲ୍ ହୋଇଛି ଆମକୁ ଜଣାଅ କହିଲେ ଅରବିନ୍ଦଙ୍କ ସମର୍ଥକ