ମୋଟରଯାନଆଇନରେ ସନଶୀଧନ ଦୁର୍ଘଟଣା ଏଡେଇବାକୁ କେନ୍ଦ୍ରର ବଡ଼ ପଦକ୍ଷେପ ମୋଟରଯାନ ଆଇନରେ ବଡ଼ ସଂଶୋଧନ ଚାଲାଣ କଟିବାର ୪୫ଦିନ ଭିତରେ ଦେବାକୁ ପଡ଼ିବ ଜରିମାନା ଜରିମାନା ନଦେଲେ ରଦ୍ଦ ହେବ ଲାଇସେନ୍ସ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ୩୦ ଦିନ ଭିତରେ ହେବ ଫଇସଲା