ଅଖିଳେଶଙ୍କ ଫଟୋ ଭାଇରାଲ ସମାଜବାଦୀ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ଫଟୋ ଭାଇରାଲ ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଫଟୋ ଉଠାଇଛନ୍ତି ଅଖିଳେଶ ମନ୍ଦିରରେ ଫଟୋ ବାରଣ ଥିବାବେଳେ କେମିତି ଉଠାଇଲେ ପ୍ରଶ୍ନ. ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ମଧ୍ୟ ବାରଣ