-ବାଲେଶ୍ୱର: ରୂପ୍ସା ଅଂଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ.-ହଳଦୀପଦା ନିକଟରେ ଥିବା ତୁଳା ଫ୍ୟାକ୍ଟ୍ରିରେ ନିଆଁ.-ହୁତୁ ହୁତୁ ହୋଇ ଜଳୁଛି ଫ୍ୟାକ୍ଟ୍ରିରେ ଥିବା ତୁଳା-ଅଗ୍ନିଶମ ବିଭାଗର ୫ ଗାଡ଼ି ନିଆଁ ଲିଭାରେ ନିୟୋଜିତ