-କୋଲକାତା ଇନଭେଷ୍ଟର ମିଟ୍; ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି.-୨୦୩୬ ଓ ୨୦୪୭ ଭିଜନ୍କୁ ସଫଳ କରିବା ଲକ୍ଷ୍ୟରେ ଆସିବ ପୁଞ୍ଜି.-ଆଉ ୯୦ ହଜାର ନିଯୁକ୍ତି ନେଇ ସୃଷ୍ଟି ହେବ ସୁଯୋଗ କହିଲେ ମୁଖ୍ୟମନ୍ତ୍ରୀ.