
ଅଧ୍ୟାପକଙ୍କ ସମସ୍ୟା ସମାଧାନ ନେଇ କମିଟି -ଅଧ୍ୟାପକଙ୍କ ସମସ୍ୟାର ସମାଧାନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ
-ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
-‘ଅଧ୍ୟାପକ ଯେମିତି ଆନ୍ଦୋଳନକୁ ନ ଓହ୍ଲାଇବେ ସେଥିପାଇଁ କମିଟି’
-ସରକାରଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଉଚ୍ଚସ୍ତରୀୟ କମିଟି: ମନ୍ତ୍ରୀ.
-‘ବିଭିନ୍ନ ଅଧ୍ୟାପକ ସଂଘ ସହ ଖୁବ୍ ଶୀଘ୍ର କମିଟି ଆଲୋଚନା କରିବ’
-‘ସମସ୍ୟାର ସମାଧାନ ନେଇ ଆଲୋଚନା କରି ସରକାରଙ୍କୁ ଅବଗତ କରିବେ’
-ସମସ୍ୟା ଦୂର କରିବାରେ କମିଟି ସଫଳ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ.




