୨୦୨୭ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ପଞ୍ଚାୟତ ଭୋଟ୍ …୫ଟି ଫେଜରେ ନିର୍ବାଚନର ମାସେ ପରେ ହେବ ପୌର ଇଲେକ୍ସନ …ପଞ୍ଚାୟତ ଓ ପୌର ଭୋଟ୍ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା।