୨ ଦିନ ବଢିଲା ଶିଶିର ସରସ ମେଳା -ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆଉ ୨ ଦିନ ବଢିଲା
-୧୮ ତାରିଖ ପରିବର୍ତ୍ତେ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା
-ଲୋକସମାଗମକୁ ଦୃଷ୍ଟିରେ ରଖି ମେଳା ଅବଧି ୨ ଦିନ ବୃଦ୍ଧି.
-୧୦ ତାରିଖରୁ ଆରମ୍ଭ ହୋଇଛି ଶିଶିର ସରସ ମେଳା ୨୦୨୬
-ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଛି ମେଳା