
ଆଇନଜୀବୀ କଲ୍ୟାଣ ପାଣ୍ଠି କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ
AG ପୀତାମ୍ବର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ୯୦ ମୃତ ଆଇନଜୀବୀ ପରିବାରକୁ ୩ କୋଟି ୮୬ ଲକ୍ଷ ଅର୍ଥ ରାଶି ପ୍ରଦାନ ଲୟର୍ସ ଏକାଡେମୀ ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ ପାଇଁ ନିଷ୍ପତ୍ତି ସହାୟତା ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ପାଇଁ ଧନ୍ୟବାଦ
ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ AG ପୀତାମ୍ବର ମୃତ ଆଇନଜୀବୀଙ୍କ ପରିବାରକୁ ସାଢ଼େ ୪ ଲକ୍ଷରୁ ୯ ଲକ୍ଷକୁ ସହାୟତା ବୃଦ୍ଧି ପ୍ରସ୍ତାବ ଯୁବ ଆଇନଜୀବୀମାନଙ୍କୁ ସୁଲଭ ମୂଲ୍ୟରେ ଗୃହ, ଜମି ଯୋଗାଇବାକୁ ପ୍ରସ୍ତାବ ବୈଠକରେ ଉପସ୍ଥିତ ଥିଲେ ଆଇନ ସଚିବ ଓ ୬ ଜଣ ସଦସ୍ୟ




