-ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ମାମଲାରେ ପୁଣି ଜଣେ ଗିରଫ-ଅଭିଯୁକ୍ତ ସାଗର ଜେନାକୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାଡ୍-ସାଗରକୁ ମିଶାଇ ମୋଟ୍ ୪ ଜଣ ଗିରଫ, ଏବେବି ଆଉ ଜଣେ ଫେରାର୍-ଡିସେମ୍ବର ୧୦ରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲା