-ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର
-IMD DG ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା
-‘ସମ୍ବଲପୁର ପରେ ବାଲେଶ୍ୱର ଓ ଭୁବନେଶ୍ୱରରେ ଲାଗିବ ନୂଆ ରାଡାର’
-‘ବାଲେଶ୍ୱର ଓ ଭୁବନେଶ୍ୱରରେ ୨୦୨୬ ଶେଷ ସୁଦ୍ଧା ଲାଗିବ ନୂଆ ରାଡାର’
-‘ଏହାସହ ପୁରୀରେ ୨୦୨୭ ସୁଦ୍ଧା ନୂଆ ରାଡାର ସ୍ଥାପନ ହେବାକୁ ଯାଉଛି’